Monday, 29 October 2018

New Odia Movie Muhurat-Dil Mara Manena

Hye Friends Its Good News For All Ollywood Lover
Today MubuMuh New Odia Movie
Dil Mara Manena
Shooting Has Start Very Soon ..
Lead Artist Swaraj And Sibani
Director-Chandi Parija
Producer-Rakesh
Music Director-Prem Anad



https://youtu.be/ezdb1BH10mk

Tuesday, 23 October 2018

ଝଟକା ଦେଲା ଗୁଗଲ: ଏଣିକି ମାଗଣା ଆପ ପାଇଁ ଟଙ୍କା ନେବ ଗୁଗଲ, ପ୍ଲେଷ୍ଟୋର,ଜିମେଲ ଓ ମ୍ୟାପ ଭଳି ଆପ୍ ଲାଗି ଗୋଟିଏ ମୋବାଇଲରୁ ଆଦାୟ କରିବ ୨,୯୦୦ ଟଙ୍କା

ଆପଣଙ୍କୁ ଜଣାଥିବ କି ଆଣ୍ଡ୍ରଏଡ ଫୋନମାନଙ୍କରେ ଅପରେଟିଂ ସିଷ୍ଟମକୁ ଗୁଗଲ ମାଗଣାରେ ଦେଇଥାଏ । ଏଥିପାଇଁ ମୋବାଇଲ କଂପାନୀମାନଙ୍କଠାରୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ପାଇଁ ଗୁଗଲ ଟଙ୍କା ନେଇ ନଥାଏ, ବରଂ ଏହା ବଦଳରେ ମୋବାଇଲ କଂପାନୀମାନଙ୍କୁ ଆଣ୍ଡ୍ରଏଡ ଫୋନରେ ଗୁଗଲର ଜିମେଲ, ଗୁଗଲ ମ୍ୟୁଜିକ୍, ଗୁଗଲ ଫଟୋଜ, ମ୍ୟାପ ଇତ୍ୟାଦି ଆପଗୁଡିକୁ ବାଧ୍ୟତାମୂଳକ ସହିତ ହିଁ ଦେଇଥାଏ ।

କିନ୍ତୁ ଏଥିପାଇଁ କିଛି ମାସ ତଳେ ହିଁ ଗୁଗଲ ଉପରେ ୫.୧ ବିଲିୟନ ୟୁରୋ ତଥା ପାଖାପାଖି ୩୪୪ ଅରବ ଟଙ୍କାର ଜରିମାନା ଲାଗିଥିଲା । ତେବେ ଗୁଗଲ ବିରୋଧରେ ଅଭିଯୋଗ ଥିଲା କି, ଗୁଗଲ ଆଣ୍ଡ୍ରଏଡ ଫୋନରେ ନିଜ ଆପଗୁଡିକୁ ଜୋରଜବରଦସ୍ତ ଭାବରେ ଇନଷ୍ଟଲ କରୁଛି ଏବଂ ଭୁଲ୍ ତରିକାରେ ସର୍ଚ୍ଚ ଇଂଜିନକୁ ପୂର୍ବପେକ୍ଷା ଆହୁରୀ ମଜଭୁତ କରୁଛି ।

ଯେଉଁଥି ପାଇଁ ଗୁଗଲକୁ ବାଧ୍ୟହୋଇ ନିଜ ସର୍ତରେ ପରିବର୍ତନ ଆଣିବାକୁ ପଡିଛି । ଯାହାଦ୍ୱାରା କଂପାନୀ ମୋବାଇଲ କଂପାନୀଗୁଡିକଠାରୁ ନିଜର ଆପ ବଦଳରେ ଟଙ୍କା ନେବ । ଆଲ୍ଫାବେଟ ଗୁଗଲ ମୋବାଇଲ କଂପାନୀମାନଙ୍କଠାରୁ ନିଜର ଆପ ପାଇଁ ପ୍ରତି ମୋବାଇଲ ପିଛା ୪୦ ଡଲାର ଅର୍ଥାତ୍ ପାଖାପାଖି ୨,୯୦୦ ଟଙ୍କା ଆଦାୟ କରିବ । ତେବେ ଗୁଗଲର ଏହି ନୂଆ ସର୍ତ୍ତ ଚଳିତ ମାସ ୨୯ ତାରିଖରୁ ହିଁ ଲାଗୁ କରିଦିଆଯିବ । ଅର୍ଥାତ୍ ୨୯ ଅକ୍ଟୋବର ପରେ ଲଂଚ ହେବାକୁ ଥିବା ସମସ୍ତ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଏବଂ ଟାବଲେଟରେ ଆପ ବଦଳରେ ହ୍ୟାଣ୍ଡସେଟ ନିର୍ମାତା କଂପାନୀମାନଙ୍କୁ ଟଙ୍କା ଦେବାକୁ ପଡିବ ।

ଯଦିଓ ଗୁଗଲର ଏହି ନୂଆ ସର୍ତ୍ତ ୟୁରୋପିଆନ ଦେଶମାନଙ୍କ ପାଇଁ ନା ଭାରତ ପାଇଁ,ତେବେ ଗୁଗଲ ଚାର୍ଜ କରିଥିବା ଟଙ୍କା ଅଲଗା ଅଲଗା ଦେଶରେ ଭିନ୍ନ ଭିନ୍ନ ବି ହୋଇପାରେ । ଗୁଗଲ ପ୍ଲେ-ଷ୍ଟୋର, ଜିମେଲ, ଗୁଗଲ ଆପ ଭଳି ଆପ ଗୁଡିକ ପାଇଁ ଟଙ୍କା ନେବା ବଦଳରେ ଗୁଗଲ ମୋବାଇଲ ନିର୍ମାତା କଂପାନୀଙ୍କୁ ବିଜ୍ଞାପନରୁ ହେଉଥିବା ଆୟର ଏକ ଭାଗ ଅଂଶ ଦେବାକୁ ହେବ । ଗୁଗଲ ନିଜର କ୍ରୋମ ବ୍ରାଉଜର ଭଳି ଆପରେ ବିଜ୍ଞାପନ ଦେଖାଇବ ।

Monday, 22 October 2018

Upcoming Odia Movie Muhurat-Tu Ma Nilanayana



✽ Screenplay And Direction: Prashant Lenka And Sudhira Pujara
✽ Starcast: Aman, Deepak, Pinky, Mantu, Pratibha Panda, KK, Dipa, Harihara Mohapatra
✽ Music: Baidanath Das
✽ Dialogue: Ajay Samal
✽ Producer: Rabindra Panda, Ranjit Pradhan, Dolly And Bulu Pradhan
✽ Production House: Excel Movie

Film On Chhabi Rani Gang Rape & Murder To Hit Floors Soon

Ollywood Friend's Club
Bhubaneswar: The sensational Chhabi Rani gang rape and murder case that had sent shockwaves across Odisha and the country is going to be made into a movie soon. Bobby Islam, producer of the movie, will script and direct the film.

Two new faces, Aman and Chandrani, will be seen portraying the lead characters in the movie. Besides, veteran actors like Siddhant Mahapatra, Mihir Das and Anu Choudhury will be seen in crucial roles.

According to Bobby, Chhabi Rani is not just a story of a girl belonging to Odisha, rather it relates to all those girls who suffer in life and every State in the country has a story of Chhabi Rani to be told.

“This is a story of the land of Odisha, so we tried to do something different from the current trend of stories in the film industry. We will start shooting for the movie from the first week of next month and it will be released on January 26,” said the director.
Who was Chhabi  Rani?

Chhabi Rani was a Bengali, originally a resident of Midnapur. She met one Naba Kishore Mahapatra in Puri and fell in love and later got married.

As both were unemployed then, they decided to go to Naba’s village Dhiasahi and from there they moved to Biridi village in Jagatsinghpur district. Later, Naba Kishore and Chhabi  Rani took up journalism.

The couple then started exposing corrupt activities going on in the region and in the process invited the wrath of the rich and influential people of the area. The couple was threatened with life for their writings but they refused to be cowed down and continued their honest and fearless reporting.

They were then tortured through a series of incidents and asked to leave Biridi village with their infant. They then decided to leave the village. However, while leaving the village they were intercepted by some men on the way near Biluakhaithe River. Chhabi Rani then forced Naba Kishore to leave with the baby. But she was caught by the men and gang raped and brutally murdered.
Later, Naba Kishore lodged a case against the culprits but all were acquitted by the Orissa High Court. However, the case reached Supreme Court and four among eight accused were convicted.

Some Of The Hottest Photo Of Actress Archita Sahu





Ollywood Actress Archita Sahu Dasahsra Celebration..






TV And Film Actress Lipsha Mishra Dasahsra Celebration





Actress Aditi Rao Haidari Acting on the Movie Of Odia Director Sanjay Nayak

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ସଂଜୟ ନାୟକ ଏବେ ଏକ ହିନ୍ଦୀ ସିନେମା କାମରେ ହାତ ଦେଇଛନ୍ତି। ବହୁ ଆଗରୁ ସେ ଏଥିରେ ମନନିବେଶ କରିଥିଲେ ଯାହା ଏବେ ଫଳବତୀ ହେଉଥିବା ଜଣାଯାଇଛି। ତାଙ୍କର ଏହି ହିନ୍ଦୀ ସିନେମାରେ ଜଣେ ନାମୀ ବଲିଉଡ ନାୟିକା ଅଭିନୟ କରୁଥିବା ବି କୁହାଯାଉଛି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି , ସେ ବଲିଉଡରେ ଏକଦଶକ ପୂରଣ କରିବାକୁ ବସିଲେଣି । ତାଙ୍କର ନାଆଁ ହେଲା ଅଦିତି ରାଓ ହାଇଦରୀ।
୩୨ ବର୍ଷ ବୟସ୍କା ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦିଲ୍ଲୀ-୬’ରୁ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ସେ ୟେ ଶାଲି ଜିନ୍ଦେଗି, ରକ୍‌ଷ୍ଟାର, ଖୁବ୍‌ସୁରତ୍‌, ଓ୍ଵାଜିର, ଭୂମି ଏବଂ ପଦ୍ମାବତ୍‌ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି।ନିର୍ଦ୍ଦେଶକ ସଂଜୟ ନାୟକଙ୍କ ଯେଉଁ ହିନ୍ଦୀ ସିନେମାରେ ଅଦିତି ଅଭିନୟ କରିବାକୁ ଯାଉଛନ୍ତି ତାହାର ଟାଇଟଲ ହେଲା ‘ଡଙ୍କ୍‌’। ଏହି ସିନେମାରେ ହର୍ଷବର୍ଦ୍ଧନ ରାଣେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି । ଖୁବ୍‌ ଶୀଘ୍ର ଏହି ସିନେମାର ସୁଟିଂ ଓଡ଼ିଶାରେ ଆରମ୍ଭ ହେବ ବୋଲି ଜଣାଯାଇଛି।

New Odia Movie"Chhabirani "Muhurat Photo








New Odia Movie Muhurat Chhabirani

ପ୍ରଥମ ଥର ଓଡିଶା ର ମାଟି ପବନ ର କାହାଣୀ କୁ ନେଇ ନିର୍ମାଣ ହେବ ଚଳଚିତ୍ର ଛବିରାଣୀ- The untold story..
ଆସନ୍ତୁ ଦେଖିବେ ଏ ସମ୍ପୂର୍ଣ ଭିଡ଼ିଓ ଟିକୁ।
ମୁଖ୍ୟ ଚରିତ୍ର ରେ ଅଛନ୍ତି ମିହିର ଦାସ,ସିଦ୍ଧାନ୍ତ ମହାପାତ୍ର,ଅନୁ ଚୌଧୁରୀ, ଅମନ,ଚଂଡ୍ରାଣି।ଖଳ ନାୟକ ଚରିତ୍ର ରେ ଅଛନ୍ତି Rock ପାତ୍ର,ଚଳଚିତ୍ର ରେ ନିର୍ଦେଶନା ଦେବେ ବୋବି ଇସଲାମ।ସଂଗୀତ କୁ ସଜାଇଛନ୍ତି ସଂଗୀତ ବୈଜ୍ଞାନିକ ପ୍ରେମ ଆନନ୍ଦ।